Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

3  

Jagannath Das

Inspirational

ସବୁଜ

ସବୁଜ

1 min
160


ସବୁଜ ଶ୍ୟାମଳା

ଧରିତ୍ରୀ କ୍ଷେତ୍ର

ସ୍କନ୍ଦମାତାଙ୍କର ଖୋଲିଛି ନେତ୍ର ।


ନବ ଦିନାତ୍ମକ

ପଞ୍ଚମ ଦିବସେ

ପୂଜାତ କରିବୁ ହୋଇ ଏକତ୍ର ।


ସ୍କନ୍ଦ ମାତା ଙ୍କର

ବର୍ଣ୍ଣ କମଳା ରଙ୍ଗ

ସବୁଜରେ ମିଶି ଦିଶେ ପବିତ୍ର ।


କାର୍ତ୍ତିକ ଙ୍କ ମାତା

ହେ ବିଶ୍ୱ ପୂଜିତା

ଦୁଷ୍ଟଙ୍କୁ ନାଶୁ ତୁ ନିମିତ୍ତ ମାତ୍ର ।


ବିଶୁଦ୍ଧ ଚକ୍ର ରେ

ଧ୍ୟାନ କରି ଯତି

ଧରା ରେ କରନ୍ତି ମନ ପବିତ୍ର ।


ଆଶୀର୍ବାଦ ଦ୍ୟନ୍ତି

ଭାଗ୍ୟ କୁ ବଢ଼ାନ୍ତି

ନଷ୍ଟ କରି ଦ୍ୟନ୍ତି ସବୁ "କୁ "ନେତ୍ର ।


ଅଭୟ ମୁଦ୍ରା ରେ

ସିଂହ ବାହନ ରେ

ଶାନ୍ତିକୁ ଦେଇ ସିଏ ହ୍ୱନ୍ତି ପ୍ରୀତ ।


ଜୟ ସ୍କନ୍ଦ ମାତା

ଆଦ୍ୟା ଆଦିମାତା

ଭଜନ୍ତି ଭକତ ଦେଇଣ ଚିତ୍ତ ।


ସଂସାର ଯାତନା

ଅଭାବ ତାଡନା

ତୋ ପାଇଁ ତଡିବା ନିମିଷ ମାତ୍ର ।


Rate this content
Log in

Similar oriya poem from Inspirational