STORYMIRROR

Sunanda Mohanty

Abstract

3  

Sunanda Mohanty

Abstract

ସବୁ ମଣିଷ ଦିଅ ହସି

ସବୁ ମଣିଷ ଦିଅ ହସି

1 min
206

ଖାଲି ନୁହଁ ସବଳ

ଉଠି ଜାଗ ଦୁର୍ବଳ

ଜାଗୁ ରକ୍ତରେ ବଳ

ଛିଡ଼ୁ ସବୁ ଶୃଙ୍ଖଳ

ଦେଶର ଏକତା ବଳ

ତୁମେ ହୋଇଲେ ଏକ ମାଳ

ଫୁଲ ପରି ବିକଶି

ସୁବାସକୁ ପ୍ରକାଶି

ଗୋଲକେ ପୁଲକେ ହସି

ସ୍ୱାର୍ଥ ସର୍ତ୍ତ ଉର୍ଦ୍ଧରେ ମିଶି

ଦେଶ ଦଶ ହିତରେ

ଭୋଗ ନୁହେଁ ତ୍ୟାଗରେ

ରବି କିରଣ ଯାଉ ପ୍ରକାଶି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract