Suresh chandra Padhy
Fantasy
ସ୍ବପ୍ନ ଜୀବନରେ ସବୁ ବେଳେ ଆସେ
ସ୍ବପ୍ନ ବିନା ଜୀବନ ଆଗକୁ ନ ଦିଶେ,
ହେଲେ ସବୁ ସ୍ବପ୍ନ କଣ ସତ ହୁଏ
ସ୍ବପ୍ନ ବି ସ୍ବପ୍ନ ରେ ବେଳେ ବେଳେ ରହିଯାଏ
ସ୍ବପ୍ନ ଯଦି ସତ ହୁଏ ସବୁ ମିଳିଯାଏ
ସ୍ଵପ୍ନ ପ୍ରତି ମୁହୂର୍ତ୍ତ ରେ ଆସିଥାଏ ।
ଶାରଦୀୟ ଦୁର୍ଗା...
ଜୟ ମା ତାରିଣୀ
ଆମ କଳାକାର
bid ଦିବ୍ୟ ...
ମୋ ଉତ୍କଳ ଭୂଇଁ
ହେ ଭୋଳା ଶଙ୍କର
ଆହେ ଦୀନ ବନ୍ଧୁ
ଆହେ ନୀଳାଦ୍ରି ...
ଅଧର ପଣା
କବିତା,ସୁନା ବେ...
ବାପାଙ୍କୁ ଡାକୁଛି ଡାଡି ବୋଲି ଆଉ ମା'କୁ ଡାକୁଛୁ ମମି ବାପାଙ୍କୁ ଡାକୁଛି ଡାଡି ବୋଲି ଆଉ ମା'କୁ ଡାକୁଛୁ ମମି
ଥରେ ଯାଇ ଥିଲି ମୋ ଭକତ ଘରକୁ ଅଜାତିଆ କହି କିଳିଲ ଦେଉଳ ତିନି ରଥେ ତୁମେ ବଡ଼ ଦାଣ୍ଡରେ ଗଡ଼ୁଛ ଥରେ ଯାଇ ଥିଲି ମୋ ଭକତ ଘରକୁ ଅଜାତିଆ କହି କିଳିଲ ଦେଉଳ ତିନି ରଥେ ତୁମେ ବଡ଼...
ଧର୍ମ ଉପରେ ରହିଲେ ଆସ୍ଥା, ମିଳଇ ସଳଖ ଚାଲିବା ରାସ୍ତା, ଧର୍ମ ଉପରେ ରହିଲେ ଆସ୍ଥା, ମିଳଇ ସଳଖ ଚାଲିବା ରାସ୍ତା,
ମୁଁ ଦେଖୁଛି ତମ ଝୀନ ବସନ ଉଡୁଛି ଅଦେଖା ତାରାଙ୍କ ମୁଁ ଦେଖୁଛି ତମ ଝୀନ ବସନ ଉଡୁଛି ଅଦେଖା ତାରାଙ୍କ
ବିତା ଅତୀତଟା ସାଉଁଟିବା ପାଇଁ ସମୟ ଫରୁଆ ଖୋଲି ବିତା ଅତୀତଟା ସାଉଁଟିବା ପାଇଁ ସମୟ ଫରୁଆ ଖୋଲି
ଦାୟିତ୍ୱ ଆମକୁ ଶିକ୍ଷା ଦେଇଥାଏ, ହେବାକୁ କର୍ମ ତତ୍ପର । ଦାୟିତ୍ୱ ଆମକୁ ଶିକ୍ଷା ଦେଇଥାଏ, ହେବାକୁ କର୍ମ ତତ୍ପର ।
ହାତ ଯେବେ ତୁମେ ଛାଡିଥିଲେ ମୋର ଛାଇ ଲାଗେ ମୋତେ ଖରା ॥ ହାତ ଯେବେ ତୁମେ ଛାଡିଥିଲେ ମୋର ଛାଇ ଲାଗେ ମୋତେ ଖରା ॥
ମୋ ହାତ ପାପୁଲିରେ ସୂର୍ଯ୍ୟର ଲାଲିମା, ମୋ ଅଙ୍ଗେ ଅଙ୍ଗେ ରହିଛି ମଧୁରିମା, ମୋ ହାତ ପାପୁଲିରେ ସୂର୍ଯ୍ୟର ଲାଲିମା, ମୋ ଅଙ୍ଗେ ଅଙ୍ଗେ ରହିଛି ମଧୁରିମା,
ମନ ଅଳକାର ତୀରେ ଦିନେ ବସି ଦେଇଥିଲୁ ପରିଚୟ, ମନ ଅଳକାର ତୀରେ ଦିନେ ବସି ଦେଇଥିଲୁ ପରିଚୟ,
ଭିଜିବାକୁ ହୁଏ ଗ୍ରୀଷ୍ମର ତାତିରେ ବରଫ ପାଲଟିବାକୁ ହୁଏ ଭିଜିବାକୁ ହୁଏ ଗ୍ରୀଷ୍ମର ତାତିରେ ବରଫ ପାଲଟିବାକୁ ହୁଏ
ଭୟାବହ ଦୃଶ୍ୟକୁ ମହାବାତ୍ୟାର ତାଣ୍ଡବ ଲୀଳାକୁ ରାଜରାସ୍ତାରେ ଦୂର୍ଘଟଣା ଭୟାବହ ଦୃଶ୍ୟକୁ ମହାବାତ୍ୟାର ତାଣ୍ଡବ ଲୀଳାକୁ ରାଜରାସ୍ତାରେ ଦୂର୍ଘଟଣା
ତୁମ ସେ ସ୍ପର୍ଶରେ କାହିଁକି କେଜାଣି, ପେଟ ମୋର ଭରିହୁଏ ।। ତୁମ ସେ ସ୍ପର୍ଶରେ କାହିଁକି କେଜାଣି, ପେଟ ମୋର ଭରିହୁଏ ।।
ଭାବନାର ସ୍ତମ୍ଭେ ସ୍ତମ୍ଭେ ଗଢ଼ିଥିଲି ପ୍ରେମର ଯେଉଁ ସୌଧଟି ଦମ୍ଭେ ଭାବନାର ସ୍ତମ୍ଭେ ସ୍ତମ୍ଭେ ଗଢ଼ିଥିଲି ପ୍ରେମର ଯେଉଁ ସୌଧଟି ଦମ୍ଭେ
ଅସହ୍ୟ ଝାଞ୍ଜିରୁ ରକ୍ଷା ମିଳିଥାଏ ଶୀତଳ ରୁହଇ ପୃଥୀ ଅସହ୍ୟ ଝାଞ୍ଜିରୁ ରକ୍ଷା ମିଳିଥାଏ ଶୀତଳ ରୁହଇ ପୃଥୀ
ନୂପୁର ଝଙ୍କାରେ ଭିଜିବା ଇଚ୍ଛାରେ ହୋଇବ ଆମ ମିଳନ ।। ନୂପୁର ଝଙ୍କାରେ ଭିଜିବା ଇଚ୍ଛାରେ ହୋଇବ ଆମ ମିଳନ ।।
ମାଟିର ନୁଖୁରା ଫୁଙ୍ଗୁଳା ଦେହ ପାଇଁ ସବୁଜିମାରେ ସୁସଜ୍ଜିତ ବସ୍ତ୍ର ହୋଇ ମାଟିର ନୁଖୁରା ଫୁଙ୍ଗୁଳା ଦେହ ପାଇଁ ସବୁଜିମାରେ ସୁସଜ୍ଜିତ ବସ୍ତ୍ର ହୋଇ
ଉଷା ଆଗମନେ ନିଶିଗଂଧା ଝୁରେ ଚାନ୍ଦ୍ର ଚୁମ୍ୱନ ପାଇଁ ଉଷା ଆଗମନେ ନିଶିଗଂଧା ଝୁରେ ଚାନ୍ଦ୍ର ଚୁମ୍ୱନ ପ...
ପ୍ରକୃତ ସ୍ୱପ୍ନ ତ ତାହା ହୋଇଥାଏ ଯାହା ଶୋଇ ବାକୁ ଦିଏନା..... ପ୍ରକୃତ ସ୍ୱପ୍ନ ତ ତାହା ହୋଇଥାଏ ଯାହା ଶୋଇ ବାକୁ ଦିଏନା.....
ମୃତ୍ୟୁ ବିଭୀଷିକା ନିକଟରୁ ଦେଖି ଇର୍ଷା ହିଂସା ଅହଙ୍କାର । ମୃତ୍ୟୁ ବିଭୀଷିକା ନିକଟରୁ ଦେଖି ଇର୍ଷା ହିଂସା ଅହଙ୍କାର ।
ଏଇ ସେଇ ଅଳକା ତା' ସୁପ୍ତ ବାଲୁକା ବେଳାରେ ମୁଁ ଦିନେ ଭେଟିଥିଲି ମୋ ପ୍ରେମକୁ ଏଇ ସେଇ ଅଳକା ତା' ସୁପ୍ତ ବାଲୁକା ବେଳାରେ ମୁଁ ଦିନେ ଭେଟିଥିଲି ମୋ ପ୍ରେମକୁ