STORYMIRROR

Sunanda Mohanty

Children

2  

Sunanda Mohanty

Children

ସଭିଙ୍କ ମାଆ

ସଭିଙ୍କ ମାଆ

1 min
109

ମୁନି ଆଣିଦେଲା 

ଟମି ପାଇଁ କ୍ଷୀର 

ପୁଷି ଗଲା ଯେବେ ରୁଷି 

ତା ପାଇଁ ଆଣିଲା

କ୍ଷୀର ଯେବେ ମୁନି 

ଗୋଡ଼ରେ ତା ହେଲା ଲେସି 

ନେଉଳ ଭାଇଟା 

ଦୁଇ ଗୋଡ଼େ ଠିଆ 

ନ ଯାଏ ସେ କେବେ ରୁଷି 

ମଇନା ଡାକିଲା ରାମ ନାମ ଖାଲି 

ମୁନି ହେଉଥାଏ ଖୁସି 

ଗୁଟୁରୁ ଘୁଟୁରୁ ପାରା 

କହୁଥାଏ ପାଖେ ବସି 

ମୁନି ତାକୁ ଆଉଁସି 

ତୋ ପାଇଁ ରଖିଛି 

ଖୁଦ ଭଜା ପରା 

ଖାଇବୁ ତୁ ଆଜି ବସି 

ସଭିଙ୍କର ମୁନି ମାଆ 

ସାଜି ଆଜି 

ଦଉଛି ଅଳପ ହସି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children