Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Romance Inspirational Children

4  

Satyanarayan Sahoo

Romance Inspirational Children

ସାହସ ଓ ସଫଳତା

ସାହସ ଓ ସଫଳତା

1 min
407



ସାହସରୁ ମିଳେ ସଫଳତା ସଦା 

ଭାଙ୍ଗି ପଡ ନାହିଁ କେହି

ନିଶ୍ଚିତ ବିଜିତ ହୋଇବ ସାହସ

କେବେବି ହରାଅ ନାହିଁ ।


ପ୍ରତି ପରିସ୍ଥିତି  ସାମ୍ନା କରିବାର

ଅନୁଭୁତି ହିଁ ସାହସ

ଧରିଲେ ତାହାକୁ  ନିଶ୍ଚୟ ଯେ ଦିନେ

ମୁଖରେ ଫୁଟିବ ହସ ।


ବହୁ ଅନୁଭବ ଅନୁଭୁତି ମାନ

ସଞ୍ଚି ମାନବ ଜୀବନେ

ପରିସ୍ଥିତି ସାଥେ  ଲଢି ଥାଏ ନିତ୍ଯେ

ଅନବରତ ସଂଗ୍ରାମେ ।


 ବୂଢ ମନୋବଳେ ଜିଣଇ କୌଶଳେ

ସମସ୍ଯାର ଘଟେ ଅନ୍ତ

ଆନନ୍ଦ ପ୍ଲାବନେ ଉଲ୍ଲସିତ ପ୍ରାଣେ

ପୁଲକ ଆଣେ ବହୁତ ।


Rate this content
Log in

Similar oriya poem from Romance