STORYMIRROR

Pramila Mohanty

Inspirational

4  

Pramila Mohanty

Inspirational

ସ୍ବଚ୍ଛ ଭାରତ

ସ୍ବଚ୍ଛ ଭାରତ

1 min
209


ଭାରତବର୍ଷ ଏକ 

ସ୍ବଚ୍ଛ ପରିମଳ 

ସବୁଜ ବନାନୀରେ

ପରିବେଷ୍ଟିତ

କଳକଳ ନାଦିନୀ

ଚିରସ୍ରୋତା ଗଙ୍ଗା

ଯମୁନାର ସ୍ବଚ୍ଛ

ଜଳଧାରା ଏକ

ମହତ୍ତ୍ଵ ପୂର୍ଣ୍ଣ ଅଂଶ

ପ୍ରଶସ୍ତ ରାସ୍ତା 

ଉଭୟ ପାର୍ଶ୍ବରେ

ନଭଶ୍ଚୁମ୍ବି ବୃକ୍ଷର

ସମାବେଶ ବିତରଇ

ସଂଞିବନୀ ଅମ୍ଳଜାନ

ଶୁଦ୍ଧ ପରିମଳ ବାଷ୍ପ

ଭାରତର ବିଲମାଳ

ଉପୁଜଇ ଶସ୍ଯ ଅପ୍ରମିତ

ଯୋଗାଏ ସଭିଙ୍କୁ ଶୁଦ୍ଧ 

ପୃଷ୍ଟିକର ଖାଦ୍ୟ

ଗନ୍ଧିଜୀଙ୍କ ସ୍ଵପ୍ନର

ଭାରତ ସ୍ବଚ୍ଛ ଭାରତ

ପ୍ରଚଳିତ

ଏହି ନୀତିକୁ ଆପଣେଇ

ରାସ୍ତା ଘାଟରେ ପରିମଳ 

ସୁରକ୍ଷାର ଧ୍ବଜା ନେଇ

ପହଞାଇ ପରିମଳର ସନ୍ଦେଶ 

ସମସ୍ତ ଭାରତୀୟଙ୍କ

ନିକଟରେ ପହଞି 

ପାରିଛି

ବର୍ତ୍ତମାନ ସଭିଏଁ

ସ୍ଵଚ୍ଛ ଭାରତର ନୀତିକୁ

ସମଗ୍ର ଜନତା ଆପଣେଇ

ଚଳ ପ୍ରଚଳ ହୁଅନ୍ତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational