STORYMIRROR

arun sahoo

Romance Inspirational

3  

arun sahoo

Romance Inspirational

ସବାରି

ସବାରି

1 min
151

ଶୁଭ ମହୁରୀରେ କମ୍ପେ ଗାଆଁ ଦାଣ୍ଡ

ଆଜି ପରା ମୋ ଗାଆଁ ଝିଅର ବାହାଘର

ହସ ଖୁସିର ସରିଲା ତା ଅଝଟ

ନବବଧୁ ବେଶରେ ଯିବ ଶାଶୂଘର

ଗାଆଁ ଦାଣ୍ଡେ ସଜେଇ ରହିଛି ସବାରି ସ୍ନେହର ।।।।


 ଆପଣାର ବୋହୂକୁ ଅତି ପ୍ରିୟରେ ସଜାଏ

ସବାରିରେ ନବବଧୂ ଦିଶେ ଅତି ସୁନ୍ଦର

ଅତି ମନୋଲୋଭା ଦିଶେ ବଧୂ ମୁଖମଣ୍ତଳ

ନବବଧୁ ଦେଖି ଗାଆଁ ଦାଣ୍ଡେ ହୁଳହୁଳି 

ଶାଶୁ କୁହେ ମୋ ବୋହୁ ଆସେ ସବାରିରେ ଥିରିଥିରି।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance