STORYMIRROR

Gayatri Singh

Romance

3  

Gayatri Singh

Romance

ତୁମେ

ତୁମେ

1 min
193

ଦୁନିଆର ସବୁ ତୁମେରେ ଥାଏ

ଚିରାଚରିତ ଭାଷା

ହେଲେ ତୁମରି ତୁମେରେ ଥାଏ

ଭଲ ପାଇବାର ନିଶା,

ସବୁବେଳେ ଚିହ୍ନେ ମୁଁ ନିଜକୁ ତୁମ ମାର୍ଫତରେ

ହଜି ଯାଅନି ମୋ ମନକୁ କଷ୍ଟ ଦେଇ

ଖୋଜିବା ଯନ୍ତ୍ରଣା ମୁଁ ଏକା ହିଁ ଜାଣେ ।

ତୁମେ ମୋ ଠାରୁ ଟିକେ ଦୂରେଇ ଗଲେ

ସାରା ସଂସାରଟା ଲାଗେ ବିଷ

ମୁଁ ଆଉ ମୋର ହୋଇ ରହି ନାହିଁ

ମୋର ଏଇ ଦୁନିଆ ତୁମଠି ଆରମ୍ଭ ତୁମଠି ଶେଷ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance