STORYMIRROR

ଦୀପଙ୍କର ଦାସ

Romance

2  

ଦୀପଙ୍କର ଦାସ

Romance

ସାୟେରୀ

ସାୟେରୀ

1 min
125

ମୁଁ ଆଜି ସକାଳୁ ଉଠି ଦେଖେ

ମୋ ଶୋଇବା ଘରେ ତମ ପରଫ୍ୟୁମର ବାସ

ହଁ ଜାଣେ ଆସିନଥିଲ ତମେ

କିନ୍ତୁ ସ୍ୱପ୍ନରେ ଯେ ଆସ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance