STORYMIRROR

ଦୀପଙ୍କର ଦାସ

Romance

3  

ଦୀପଙ୍କର ଦାସ

Romance

ସାୟେରୀ

ସାୟେରୀ

1 min
324

ଶେଷ ରାତ୍ରିରେ ତୁମେ ଶୁଭରାତ୍ରିର ଶୁଭେଚ୍ଛା ହେଇ

ନିଦର ଏକ ଚାଦର ନେଇ ଆସ

ଆଗ ସକାଳକୁ ତୁମେ ହିଁ ଶୁଭ ସକାଳର ଭାବନା ହେଇ

ଠାକୁର ଘରର ଚନ୍ଦନ ଭଳି ବାସ

ଛାଡ଼ ମୋର ପ୍ରେମିକା ନହେଲ ନାହିଁ

ମୋ ମାଆର ବୋହୁ ହେଇ ତ ଆମ ଘରକୁ ଆସ।



Rate this content
Log in

Similar oriya poem from Romance