STORYMIRROR

kahnu charan sahu

Romance

2  

kahnu charan sahu

Romance

ସାଥିରେ ( ଦୁଇ )

ସାଥିରେ ( ଦୁଇ )

1 min
96

ସାଥିରେ

ତୁ ଆସିବା ପରେ

ସତରେ ମୁଁ ହଜି ଯାଇଛି

ତୋ ସ୍ପର୍ଶରେ

ତୋ ମିଠା କଥାରେ

ତୋ ଆଖିର ନିଶାରେ

ତୋ ପ୍ରେମର ଗାଢ଼ତାରେ

ତୋ ମଲ୍ଲୀ ଫୁଲିଆ ହସରେ

ତୋ ପାଉଁଜିର ସାତସୁରେ

ତୋ ଛାତିର ତାତିରେ

ତୋ ଗୋଲାପୀ ଓଠର ଚୁମ୍ବନରେ

ତୋ ବାହୁ ଯୁଗଳର ଆଲିଙ୍ଗନରେ

ତୋ ରାଜହଂସୀ ଚାଲିରେ

ତୋ ଭାଷା ଓ ଭାବନାରେ

ତୋ ଅନୁଭବରେ


ଏବେ ମୁଁ ଅନାୟତ

ନିଜେ ନିଜକୁ ତୋ ପ୍ରେମରେ

ହଜେଇ ଦେଲା ପରେ ପରେ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance