STORYMIRROR

Suresh chandra Padhy

Inspirational

2  

Suresh chandra Padhy

Inspirational

ସ୍ଵାସ୍ଥ୍ୟ

ସ୍ଵାସ୍ଥ୍ୟ

1 min
105


ସ୍ଵାସ୍ଥ୍ୟ ଆମର ଅମୂଲ୍ୟ ସମ୍ପଦ 

ସ୍ଵାସ୍ଥ୍ୟ ଭଲ ଥିଲେ ନ ଆସିବ ବିପଦ

ସ୍ଵାସ୍ଥ୍ୟ ପ୍ରତି ସଚେତନ ହେବା

ଉତ୍ତମ ଆହାର ଆମେ ଖାଇବା

ନୀତି ବ୍ୟାୟମ ସ୍ବାସ୍ଥ୍ଯ ପାଇଁ କରିବା

ଯୋଗ ପ୍ରାଣାୟାମ କଲେ ନିରୋଗ ହେବା

ସ୍ଵାସ୍ଥ୍ୟ ଭଲ ଥିଲେ ଖୁସି ରେ ରହିବା

ନିଜ ସ୍ଵାସ୍ଥ୍ୟ କୁ ଗୁରୁତ୍ତ୍ଵ ଆମେ ଦେବା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational