STORYMIRROR

Sudhashree Bhattamisra

Abstract

3  

Sudhashree Bhattamisra

Abstract

ସାରା ଆକାଶ

ସାରା ଆକାଶ

1 min
287

ପକ୍ଷଛେଦନ ପକ୍ଷୀଟିଏ ମୁଁ

ଆହତ, କ୍ଷତ, ବିକ୍ଷତ ଡେଣାମେଲି

ଇଚ୍ଛା ହୁଏ ଉଡିବାକୁ ସାରା ଆକାଶ,

ଆକାଶ ଢାଳି ଦିଏ

ଲୁହଭିଜା ଶ୍ରାବଣ

ମୁଁ ପକ୍ଷୀଟିଏ

ଆହତ କ୍ଷତ ଵିକ୍ଷତେ

ଉଡିବାକୁ ରାହାନାହିଁ

ସାରା ଆକାଶ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ପଥିକ

ପଥିକ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଘର

ଘର

1 min ପଢ଼ନ୍ତୁ

ମଣିଷ

ମଣିଷ

1 min ପଢ଼ନ୍ତୁ

ପୁଣ୍ୟ

ପୁଣ୍ୟ

1 min ପଢ଼ନ୍ତୁ

ମାର୍ଗ

ମାର୍ଗ

1 min ପଢ଼ନ୍ତୁ

ମନ

ମନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Abstract