STORYMIRROR

Sudhashree Bhattamisra

Abstract

2  

Sudhashree Bhattamisra

Abstract

ସାମ୍ରାଜ୍ୟ

ସାମ୍ରାଜ୍ୟ

1 min
97

ଲୁହ ସବୁ ବନ୍ୟା ହୋଇ ଛୁଟିଗଲା ପରେ

ଲହୁ ସବୁ ନଦୀ ହୋଇ ସନ୍ତରଣ କଲା ପରେ

ପରମାୟୁ ସବୁ ଯେବେ ଗତାୟୁ ହୁଏ

ସେହି କ୍ଷଣରେ ମନେପଡେ

ସତରେ ଦୁର୍ଲଭ ଜୀବନଟା ଖୋଜେ ଖାଲି

ଶାନ୍ତି, ତୃପ୍ତି, ଆନନ୍ଦ

କିନ୍ତୁ କଣ ମିଳେ, ମିଳେନି କେଉଁଠି

ସଞ୍ଜ ହେଲେ ସିନା ସୂର୍ଯ୍ୟ ଦୁଵିଯାଏ

ହେଲେ ମୋ ଭାବନାର ସୁରୁଜଟା

ଚେତନାରେ ସଞ୍ଜ ହେଲେ ନିତି ଉଏଁ

ଏଠି ନିତି ସିନା ସୁରୁଜ ଉଏଁ

ହେଲେ ସଞ୍ଜ ହେଲେ

କେତେ କଣ ଭାବେ ଏମିତି

ଭାବନାରେ, ଭାବନାରେ

ସାମ୍ରାଜ୍ୟ ଗଢେ, ସମ୍ରାଟ

ହୁଏ ସେହି ବିଶାଳ ସମ୍ରାଜ୍ୟର 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Abstract