Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

✍️Sanjay Kumar

Inspirational

3  

✍️Sanjay Kumar

Inspirational

ସାଇକେଲ

ସାଇକେଲ

1 min
176


ଭାରି ଉପକାରୀ 

ସାଇକେଲ ଚାଳନା

    ଦେହକୁ ରଖଇ ଫିଇଟି । 

ତେଣୁ ଆଜିକା ଦିନରେ

ସାଇକେଲ ଚଢ଼ି 

   କରେ ମୋ ସବୁ ଡିଉଟି ।


ଗଳି ଗଳି ରେ

ଜିଇମି ସେଣ୍ଟର 

 ପୁଅଝିଅଙ୍କ ସେଠି ଲମ୍ବା ଧାଡ଼ି । 

ଲୁଚି ଲୁଚିକା

ମାରନ୍ତି ପେଡାଲ 

ଦାଣ୍ଡେ ଚଲାନ୍ତି ମୋଟର ଗାଡ଼ି ।


ଲାଗେ କଉତୁକ

ମିଳେ ଯଉତୁକ

ଝିଅ ସଙ୍ଗେ ଖଣ୍ଡେ ସାଇକେଲ । 

ହେଇ ଧଇଁସଇଁ

ପଛରେ ବସାଇ 

  କେତେ କୁଆଡ଼େ ବୁଲୁଥିଲ ।


କଲେ ଆରାମ

ହବ ହାରାମ

 ଗାନ୍ଧୀଙ୍କ ମୁଖ ନିଃସୃତ ବାଣୀ । 

ଯନ୍ତ୍ର ଯୁଗରେ

ଆଧୁନିକତାର ସ୍ପର୍ଶରେ 

ବଦଳି ଗଲାଣି ଆମରି ଠାଣି ।


    


Rate this content
Log in

Similar oriya poem from Inspirational