Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

✍️Sanjay Kumar

Others

4  

✍️Sanjay Kumar

Others

ହେ ଈଶ୍ୱର

ହେ ଈଶ୍ୱର

1 min
472


ଲାଗୁଛି ଡର

ରୂପ ଦେଖି ପ୍ରକୃତି ର

କଉଠି ବନ୍ୟା

      ଆଉ କଉଠି ବଜ୍ରପାତ । 

କିଏ ଦୁର୍ଘଟଣା 

କିଏ ଖାଉଛି ହଣା

ନିତି ହେଉଛନ୍ତି କେତେଯେ ମୃତ ॥


ଏବେ କମୁଛି ଆୟୁଷ 

ଖାଦ୍ୟ ଖାଉଛେ ବିଷ

ହେଉ ମଦ ମାଂସ ରେ ଆପାୟିତ । 

କିଏ ଯକୃତ

କିଏ ହୃଦଘାତ 

ଅସମୟରେ 

   ରୋଗରେ ହେଲେ ପୀଡ଼ିତ ॥

    

ହେ ଇଶ୍ବର 

ରକ୍ଷା କର 

  ଏବେ ବିପଦେ ତୁମ ସଂସାର । 

କେତେ ଶୁଣିବ

କଅଣ ବା କରିବ

ଯେହେତୁ 

  ମଣିଷ କାଟୁଛି ନିଜର ଚେର ॥


Rate this content
Log in