Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

✍️Sanjay Kumar

Comedy Inspirational

3  

✍️Sanjay Kumar

Comedy Inspirational

ମୁଁ ତୁମକୁ ଭଲପାଏ

ମୁଁ ତୁମକୁ ଭଲପାଏ

1 min
181


ମୁଁ ତୁମକୁ ଭଲପାଏ 

       ତୁମେ ଥାଅ ଭିନ୍ନ ଭିନ୍ନ ମୁଦ୍ରାରେ

ପାତର ଅନ୍ତର ନଥାଏ ତୁମର

     ଟଙ୍କିକିଆ ହେଉ ଅବା ଦି ହଜାରେ ।


ମୁଁ ତୁମକୁ ଭଲପାଏ 

     ତେଣୁ ସାଇତି ରଖୁଛି ମନି ପର୍ସରେ

ଏବେ ଭଲପାଇବାଟା ବଢ଼ିଯାଇଛି 

ଯେହେତୁ ଶୋଭା ପାଇଛ ବିଭିନ୍ନ ରଙ୍ଗରେ ।


ମୁଁ ତୁମକୁ ଭଲପାଏ 

ଯେଣୁ କାମ ହୁଏ ସହଜ

            ତୁମେ ଥିଲେ ସାଥୀରେ । 

ବୁଝି ହୁଏନା 

ପଛରେ ପଡ଼ି ଯାଇଛ କାହିଁ

          ଏବେ ଡଲାର ତୁଳନାରେ ।

 


Rate this content
Log in

Similar oriya poem from Comedy