Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

✍️Sanjay Kumar

Inspirational

4.0  

✍️Sanjay Kumar

Inspirational

ଏଡ୍ସ

ଏଡ୍ସ

1 min
448


ଏଡ଼ସ ଏକ ମହାମାରୀ ସତ । 

ନିକଟେ ନହେବ 

   ହେଲେ ସଚେତ ॥


ରୋଗ ମୁକ୍ତି ପାଇଁ 

   ନେଉ ଇଞ୍ଜେକସନ । 

ଅଶୋଧିତ ଛୁଞ୍ଚି ପରା 

   ଏଡ଼ସର ବାହନ ॥


ମୁଖ ସୁନ୍ଦର ପାଇଁ 

   ହେଉ ନିତି ଖିଅର । 

ଏଚ୍.ଆଇ.ଭି ଆସେ  

 ବ୍ୟବହାର କଲେ ଅନ୍ୟର ॥


ବନ୍ଧୁ ବାନ୍ଧିଥିଲେ 

ଅସୁରକ୍ଷିତେ । 

ରେଡ଼ ରିବନକୁ 

    ହେଜିବ ନିଶ୍ଚେ ॥


ମାଆ ଛୁଆ ସମ୍ପର୍କ 

     ସେ ନବିଚାରେ । 

ଛୁଆ ହେବ ଆକ୍ରାନ୍ତ  

  ଯଦି ସ୍ତନ୍ୟପାନ କରେ ॥


ସୁଷମ ଖାଦ୍ୟ ଖାଇ

    ବଢ଼ାଇଲେ ଶକ୍ତି । 

ଭୂତାଣୁ ସହଜେ 

   କରି ନପାରିବ କ୍ଷତି ॥



Rate this content
Log in

Similar oriya poem from Inspirational