STORYMIRROR

Chittaranjan Lenka

Abstract

2  

Chittaranjan Lenka

Abstract

ସାହସ ଓ କର୍ତ୍ତବ୍ୟ

ସାହସ ଓ କର୍ତ୍ତବ୍ୟ

1 min
13.5K


ଏମିତି ବିପଦ    ଆସେ ବେଳେବେଳେ

ସବୁ ଚେଷ୍ଟା ହୁଏ ନଷ୍ଟ

ସେତେବେଳେ ବିଧି  ରଖିଥାଏ ଖୋଲା

ନିଶ୍ଚେ ଆଉ କେଉଁ ବାଟ


ରଖିଥିବ ଯଦି           ମନରେ ସାହସ

କର୍ତ୍ତବ୍ୟରେ ହୋଇ ଲୀନ

ଅଳପ କଷ୍ଟରେ        ବାଟ ପାଇଯିବ

କଟିବ ତୁମ ଦୁର୍ଦ୍ଦିନ


ଚିତ୍ତ ରଞ୍ଜନ ଲେଙ୍କା (କଟକ) ©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract