STORYMIRROR

Chittaranjan Nanda

Inspirational

3  

Chittaranjan Nanda

Inspirational

ସାହିତ୍ୟିକ ଝରାନ୍ତୁ ଅମୃତଧାରା

ସାହିତ୍ୟିକ ଝରାନ୍ତୁ ଅମୃତଧାରା

1 min
195

ମନ ଯାର ଶୁଦ୍ଧ, ନଥାଏ ତାର ପ୍ରତୀକ୍ଷା,

ଉପଢୌକନ ବା ପ୍ରଶଂସାର

ସମାଜ ମଙ୍ଗଳେ କର୍ମ କର୍ତ୍ତବ୍ଯକୁ ପାଳେ

ତା ଶକ୍ତି ସାମର୍ଥ୍ୟ ଅନୁସାର


ସୃଜନୀ ଶକ୍ତିରେ ପ୍ରତ୍ୟେକ ସାହିତ୍ୟିକ ଝରାନ୍ତୁ 

ଅମୃତଧାରା ନକରି ଈର୍ଷା

ସାହିତ୍ୟ କ୍ଷେତ୍ରରେ ତାର ଚିନ୍ତା, ଶ୍ରେଷ୍ଠ ହେଉ 

ତାର ନିଜର ମାତୃଭାଷା


ଅହଙ୍କାରର ରୁକ୍ଷତାରେ, ମନେ ସ୍ରଷ୍ଟାର ସ୍ୱପ୍ନ 

ନଆସି, ଅବଶୋଶ ରହିଯିବ,

ଦିଗହରା ହେବ, ସାହିତ୍ୟ ଉଦ୍ୟାନେ ଫୁଟିବନି 

ଫୁଲ, ଈର୍ଷାକୁ ଯେବେ ଅସ୍ତ୍ର କରିବ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational