STORYMIRROR

Pramila Mohanty

Inspirational Others

2  

Pramila Mohanty

Inspirational Others

ସାହିତ୍ୟ ତ ଜୀବନ

ସାହିତ୍ୟ ତ ଜୀବନ

1 min
106


ସାହିତ୍ୟ ତ ମୋ ଜୀବନ

ପଥର ସୁଗନ୍ଧ ସ୍ବର୍ଗର

 ପାରିଜାତ ପୁଷ୍ପ

ଭରିଦିଏ ପିୟୂଷର

ସ୍ବାଦ ଓ ଅଭୂଲା

    ଉନ୍ମାଦ

ଜୀବନ ପଥକୁ ଯୋଗାଏ

ବଞରହିବା ସଞ୍ଜିବନୀର

    ଖୁରାକ

ବୁଣିଦିଏ ସରଗ ସୁଖ

ଭୂଲାଇ ଦିଅ ସବୁ ଦୁଃଖ

ଉପଶମ କରାଏ କ୍ଷତ

ଜଡ ଦେହେ ସୃଷ୍ଟି

  କରାଏ ପ୍ରାଣ

ସମସ୍ତ ଯନ୍ତ୍ରଣା କୁ କରାଏ

   ଦୂରିଭୂତ

 ବଞିବାର ମର୍ମକୁ କରାଏ

    ଉପସ୍ଥାପିତ

ରଙ୍ଗିନ୍ କୃଷ୍ଣଚୂଡାର

ରଙ୍ଗପରି ହସେ ସଦା

 ଖିଲି ଖିଲି ହସ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational