STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ସାହା ହେବ ମୋତେ ମାଆ

ସାହା ହେବ ମୋତେ ମାଆ

1 min
174

ଶାଳ ବନବାସିନୀ ମୋ 

  ତାରିଣୀ ମାଆ

ତାହା ବିନା ଏ ଜଗତେ

 ନାହିଁ କେ ସାହା।


ମନ୍ଦାର ଫୁଲରେ ତାର

 ଶରଧା ଭାରି

ଝୁଣା କର୍ପୂର ଜାଳି 

 ମାଆକୁ କଲେ ଗୁହାରୀ।


ଅଭୟଦାୟିନୀ ମାଆ ସେ

 ଦେବ ଅଭୟ

ଦୂର ହୋଇବ ଜୀବନୁ

 ସକଳ ଭୟ।


ତାରିଣୀ ମାଆ ପାଦରେ

 ଶରଣ ନେଲେ

କୋଳେଇ ନେବ ସନ୍ତାନେ

 ହରଷ ମନେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational