STORYMIRROR

Sunanda Mohanty

Tragedy

4  

Sunanda Mohanty

Tragedy

ସାବଧାନ

ସାବଧାନ

1 min
411

ଇତିହାସର ସେ କଳାପଥର

ପୁଣି ଆସିଛି କରୋନା ନାମେ

ଚୀନ୍ ପ୍ରସ୍ତୁତ ଜୈବିକ ଅସ୍ତ୍ର

କି କରିବ ଏ ଜଗନ୍ନାଥଙ୍କ ଧାମେ

ଅହିଁସା ସତ୍ୟର ଅସ୍ତ୍ର ଧରି

ଗାନ୍ଧିଜୀ ଯେଉଁଠି ଜାତିର ପିତା

ମୟୁର ଯେଉଁଠି ଜାତୀୟ ପକ୍ଷୀ

ଧର୍ମ ପୁସ୍ତକ ଯାହାରରାମାୟଣ,

ଭାଗବତ, ମହାଭାରତ, ବେଦ ଗୀତା

ବିଶ୍ୱକବି ଆମରବୀନ୍ଦ୍ର ଠାକୁର

ବିଶ୍ୱମହାମାରୀ କିବା କରିପାରେ ଛାରଖାର

ବନ୍ଦେ ଉତ୍କଳ ଜନନୀ ବୋଲାଇ

ଆଖିରେ ଅନ୍ଧ ପୁଟୁଳି ବାନ୍ଧିଛି ନ୍ୟାୟ

ସତ୍ୟ ଧର୍ମ ପରାକାଷ୍ଠା ପାଇଁକି

ସବୁବେଳେ ଏଠି ସତ୍ୟର ଜୟ

ଆମରି ତ୍ରିରଙ୍ଗା ପତାକା ଭିତରେ

ଅଶୋକ ଚକ୍ରର ନିଦର୍ଶନ

କରୋନା ତୁ ଯେବେ ଆମ ଦେଶେ ଆସୁ

ପ୍ରାଣବଳି ଦେଇ ତତେ ଦେବୁ ବିସର୍ଜ୍ଜନ

ଆମ ଜାତିର ଗୌରବ ଆତ୍ମ ସନମାନ.



Rate this content
Log in

Similar oriya poem from Tragedy