STORYMIRROR

Sunanda Mohanty

Drama Action Inspirational

2  

Sunanda Mohanty

Drama Action Inspirational

ସାବଧାନ

ସାବଧାନ

1 min
232

ଜୀବନ ଥିଲେ ଥାଏ ଦୁର୍ଘଟଣା 

ହେଉ ବଡ ପୁଣି ଛୋଟ 

ହାରିନଯାଇକି ଭାଗ୍ୟ ଡୋରିକି 

ନିଜେ ମାରି ନିଜ ଛାଟ 

ଅଙ୍କା ବଙ୍କା ରାସ୍ତା ଚାଲୁ ଚାଲୁ କେବେ 

ଭୁଲ ହୁଏ ଚିହ୍ନା ବାଟ 

ଅଚିହ୍ନା ବାଟରେ ପାଦ ଦେଲେ ରଖି 

ଶିଖିବାକୁ କେତେ ନାଟ 

ସେଇ ନାଟ ନାଆଁ ଦୁର୍ଘଟଣା କେବେ 

ନାଟକର ଗୋଟେ ଅଙ୍କ 

ବାସ୍ତବ ଜୀବନେ ନ ଆସୁ ଦୁର୍ଘଟଣା କେବେ 

ହାତେ ମାପି ଚାଲୁଥା ତୁ ରଙ୍କ ।


Rate this content
Log in

Similar oriya poem from Drama