STORYMIRROR

Sunanda Mohanty

Classics Inspirational Thriller

4  

Sunanda Mohanty

Classics Inspirational Thriller

ମାଆ ଆସିଛନ୍ତି ଭିଡ଼ 

ମାଆ ଆସିଛନ୍ତି ଭିଡ଼ 

1 min
3


ନିଦ ନାହିଁ ଆଖିରେ 
ପ୍ରଶ୍ନ ନାହିଁ ପହଡ
ତୋରଣ ହେଇଛି 
ପକ୍ଷୀ ପରି ନୀଡ଼ 
ମାଆ ଉପଵେଶନ କରିବେ
 ନୀଳ ପାହାଡ଼ 
ମାଆଙ୍କ ହାତରେ 
ଦେବ ଦେବୀ ତାରବାରୀ 
ଆଉ କିଛି ଉହାଡ଼ 
ବାଜେ ଘଣ୍ଟ ଘଣ୍ଟା କାହାଳୀ 
ମୃଦଙ୍ଗ ମାଡ଼ 
ଦଶହରା ଆସିଛି 
ଆମିଷ ଛାଡ଼ 
ମାଆଙ୍କ ସପ୍ତମୀ ଅଷ୍ଟମୀ 
କୁଣିଆ ଭିଡ଼ 
ଜମିଛି ଯାତରା ପସରା 
ନେବାକୁ ଲୋକଙ୍କ ଭିଡ଼ 
କୁମ୍ଭାର ଭାଇତୁ 
ମାଟି ଦରବ ଗଢ଼
ବଢ଼େଇ ଭାଇତୁ 
ଗଦା ଖଟୁଲି ପିଢା ପାହାଡ଼ 
ଶିଶୁମାନେ କାନ୍ଦିବା ଛାଡ଼ 
ଦୁର୍ଗା ପୂଜା ଭେଟଘାଟ 
ନଡିଆ ଉଖୁଡା କଦଳୀ ମାଡ଼ 
ଖଜା ଗଜା ପିଠା ପଣା କ୍ଷୀରି 
ବାସ୍ନାରେ କମ୍ପେ ଉହାଡ଼ 
ମାଆ ଭାଙ୍ଗି ପହଡ଼ ପିଇ ପଇଡ଼ 
ଦେଵେ ଆଶୀର୍ବାଦ 
ଦୂରେଇ ଯିବ ଝଡ଼
,,,,,,,,,,,,,,,,,,,,,
ସୁନନ୍ଦା ମହାନ୍ତି 
ସାକ୍ଷୀଗୋପାଳ 
ପୁରୀ 
9040977327


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics