STORYMIRROR

Sunanda Mohanty

Abstract Classics Thriller

4  

Sunanda Mohanty

Abstract Classics Thriller

ମାଆ ଦଶଭୁଜା

ମାଆ ଦଶଭୁଜା

1 min
1


ମର୍ତ୍ତ୍ୟରେ ପାଉ ପୂଜା 
ବଜାରେ ବାଜା ବଜା 
ଘଣ୍ଟ କାହାଳୀ ସଜ୍ଜା 
କାଶତଣ୍ଡୀ ଫୁଲେ ଫୁଲେ 
ମାଆଙ୍କ ଉଡ଼େ ଧ୍ବଜା 
ଶଙ୍ଖ ବଜା ମାଦଳ ବଜା 
ଫୁଲ ସଜା ଧୂପ ଦୀପ ଖୋଜା 
ତୋରଣ ଭିତରେ ମାଆ ଦଶଭୁଜା 
ସିଂହ ବାହିନୀ ମାଆ କାତ୍ୟାୟିନୀ ପୂଜା 
ଆମେ ସବୁ ତାଙ୍କ ପ୍ରଜା 
ଗୁହାରି କରିବା ଦେଇ ପୂଜା 
ଭକ୍ତି ଭାବରେ ମାଆ ସଜ୍ଜା 
ଡାକିଲେ ଶ୍ରଦ୍ଧାରେ ମାଆକୁ 
ଅଇରୀ ନାଶିବ ଉଶ୍ଵାସୀ ଧାରାକୁ 
ଚାଷୀ ସୈନିକ ଶ୍ରମିକ ସଭିଏଁ ଖୋଜା 
କରିବେ ପୂଜା ଦଶଭୁଜା ହେବେ ରଜା 
ମାଟିରୁ ସମସ୍ତେ ଆସି ମାଟିକୁ ଫେରି ଯିବା 
ମାଆ ଆବାହନୀ କରୁଥିବା 
ହେବ ପୂଜା ମାରିବା ମଜ୍ଜା 
ଏକାଠି ମିଳି ମିଶି ସଜ୍ଜା 
କରିବା ଭୋଗ ପୂଜା 
ପାଇବା ଆଶୀର୍ବାଦ ହେବାକୁ 
କିଏ ରାଣୀ କିଏ ରାଜା
ମାଆଙ୍କର ସଭିଏଁ ପ୍ରଜା 
ସବୁ ଦେବ ଦେବୀ ମାଆଙ୍କୁ ଯୋଡହସ୍ତେ 
କରିବେ ପୂଜା ବଜା ରେ ବାଇଦ ବଜା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract