Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debadatta Jena

Romance Tragedy

4.0  

Debadatta Jena

Romance Tragedy

ସ୍ୱପ୍ନ

ସ୍ୱପ୍ନ

1 min
274


କେମିତି ପାରିଥାନ୍ତି କହି,

କହି ବି ହୁଏନା,

କେମିତି ପାରିଥାନ୍ତି ରହି,

ରହି ବି ହୁଏନା..!

ରାତି ପାଇଯାଏ ହେଲେ,

ସ୍ୱପ୍ନ ତ ସାଜେ ନା,

କେମିତି ମୂର୍ଛିବି ସେ ସ୍ୱପ୍ନ,

ବୁଝି ବି ପାରେନା..!

ରାତି ତ ସରିଯାଏ କିଂତୁ,

ସ୍ୱପ୍ନ ତ ସରେନା,

ଅଧା ଗଢ଼ା ଘର ତୋଳି,

ଭାଙ୍ଗି ବି ହୁଏନା,

ସ୍ୱପ୍ନ ତ ସରି ଯାଏ ସିନା,

ମନ ତ ବୁଝେନା,

ସ୍ୱପ୍ନ ତ ରହି ଯାଏ ଅଧା,

ପୂରଣ ହୁଏ ନା..!

@ଇନ୍ଦ୍ରଧନୁର ରଂଗ..🌷

 


Rate this content
Log in

Similar oriya poem from Romance