STORYMIRROR

Ajaya Mahala

Romance

2  

Ajaya Mahala

Romance

ସ୍ୱାଧୀନତା ତୁ, ସୀମାରେଖା ତୁ

ସ୍ୱାଧୀନତା ତୁ, ସୀମାରେଖା ତୁ

1 min
2.7K


ସ୍ଵାଧୀନତା ତୁ, ସୀମାରେଖା ତୁ

ଉଦ୍ ବେଳନ ତୁ ମୋ ଉଦଣ୍ଡ ମନର

ବ୍ୟସ୍ତତା ତୁ ମୋ ବୟସ ବ୍ରଣର

ହୋମାଗ୍ନି ମୋ ହତାଶ ଆଖିର

ଅର୍ଘ୍ୟ ଫୁଲ କେବେ ଅକୁହା ପ୍ରେମର

ଶ୍ରାବଣୀ ଆଖିର ଶତ ଲୁହ ଧାର

ରୋମାଞ୍ଚିତ ସ୍ଵପ୍ନ ରଜନୀ ଶେଷର

ଏରୁଣ୍ଡି ବନ୍ଧ ମୁଁ ଏଡିର ତୁ ଅବ୍ୟକ୍ତ ଗାର

ଏଇ ସତ ମିଛ ଏଇ ମୋର ଶେଷ ସମାଚାର….


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance