STORYMIRROR

Dr Prasana Kumar Dalai.

Romance

4  

Dr Prasana Kumar Dalai.

Romance

ନିର୍ଜନତା!

ନିର୍ଜନତା!

1 min
6


ତୁମେ ଓ ମୋ ଭିତରେ ଅଛି 

ଏକ ଅଦୃଶ୍ୟ କାହାଣୀ 

ମନେ ହୁଏ ଜୀବନ ଟା ଖାଲି 

ମୋର ଶ୍ୱାସ ଖୋଜୁଛି ଏକ 

ଅଜଣା ଅଦେଖା ବାସ୍ନା ର ମହକ 

ମୁହୂର୍ତ ଗୁଡାକ ସବୁ ମୋ ପାଇଁ 

ସବୁ ଅଜଣା ଓ ଅଚିହ୍ନା 

ନିର୍ଜନତା ଖେଳି ଯାଇଛି 

ମୋ ଦୁନିଆରେ 

ଜୀବନ ର ସବୁ ରାସ୍ତା ମୋ ପାଇଁ ବନ୍ଦ 

ପ୍ରେମ ମୋ ଠାରୁ ଦୁରେଇ ଯାଇଛି 

ଏକ ଅଜଣା ଇଲାକା କୁ 

ପ୍ରତିଟି ସକାଳ ମୋ ପାଇଁ ପାଲଟିଛି 

ନିଷ୍ଠୁର ଓ ଦୁଃଖ ଦାୟକ 

ଏବଂ ତୁମରି ଟିକେ ଦୁଃଖ ମୋତେ 

ପୁଣି ନିର୍ଜନତା କୁ ଠେଲି ଦିଏ ।



Rate this content
Log in

Similar oriya poem from Romance