STORYMIRROR

Dr Prasana Kumar Dalai.

Romance

4  

Dr Prasana Kumar Dalai.

Romance

ଆଶା ର ଆଲୋକ!

ଆଶା ର ଆଲୋକ!

1 min
12


ଲକ୍ଷ ଲକ୍ଷ ବିଞ୍ଚି ହୋଇ ପଡ଼ିଥିବା 

ମୋ ଆଖି ର ସ୍ବପ୍ନ ଗୁଡାକ 

ବେଳେ ବେଳେ ସବୁ କିଛି ଉଙ୍କି ମାରେ 

ସେଇ ପୁରୁଣା ସ୍ମୃତି, ଚିନ୍ହା ମୁହଁ 

ଦିନେ ନା ଦିନେ ବଦଳି ଯିବ ସବୁ 

ବଦଳିବ ଭାଗ୍ୟ ମୋ ଚଲା ପଥର 

ଆଜିବି ବଂଚିଛି ମୁଁ ପୁରୁଣା ସ୍ମୃତିରେ 

ଆଉ କେବେ କେବେ

ତୁମ ନିରୀହ ଅଭିଯୋଗ ର ଫର୍ଦ ରେ 

ତଥାପି ଆମେ ଦୁହେଁ ଦୁହିଁଙ୍କ ପାଇଁ 

ତୁମେ ମାନ କିମ୍ବା ନ ମାନ 

ତୁମେ ମୋ ପାଖରେ ରହିବ 

ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance