STORYMIRROR

Dr Prasana Kumar Dalai.

Romance

4  

Dr Prasana Kumar Dalai.

Romance

ହୃଦୟର ସଂଗୀତ

ହୃଦୟର ସଂଗୀତ

1 min
12


ବେଳେବେଳେ ନୀରବତା କିଛି କହେ 

ତୁମ ପାଦର ପାଉଁଜି ବିଚଳିତ କରେ 

ନୀରବରେ ମୁଁ କିଛି କହିବାକୁ ଚାହେଁ 

ହୃଦୟ ଭିତରେ ସଂଗୀତ ଗୁଡାକ 

ଛଟପଟ ହୁଅନ୍ତି ନୀରବରେ 

ସେଇ ରାସ୍ତାରେ କେବେ ଯାଇଛ 

ଯୋଉ ରାସ୍ତା ମୋ ପାଇଁ ମନା 

ମୋ ସମୟ ତୁମ ପାଖରେ ବନ୍ଧା 

ଅଜାଣତରେ ଜହ୍ନ ର ଜ୍ୟୋସ୍ନା ବି ନୀରଵ 

ମନ ଭିତରେ ଥିବା କୋହ ତ ଜଳୁଛି 

ଆଉ ମୋ ବାହୁ ତୁମ ଆଡକୁ ଲମ୍ବି ଯାଉଛି |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance