STORYMIRROR

Gangotri Priyadarshini

Abstract Action Inspirational

3  

Gangotri Priyadarshini

Abstract Action Inspirational

ସ୍ୱାଧୀନତା ର ଉପକ୍ରମ

ସ୍ୱାଧୀନତା ର ଉପକ୍ରମ

1 min
249


ସ୍ୱାଧୀନତା ଏକ ଅନୁଭବ

ସ୍ୱାଧୀନତା ଏକ ଶିହରଣ

ସ୍ୱାଧୀନତା ଏକ ଦେଶର ବିଶ୍ଳେଷଣ

ସ୍ୱାଧୀନତା ଏକ ଉନ୍ମାଦନା

ସ୍ୱାଧୀନତା ଏକ ପ୍ରେରଣାଦାୟୀ ସ୍ରୋତ

ସ୍ୱାଧୀନତା ଏକ ମାନସିକତାର ପରିବର୍ତ୍ତନ

ସ୍ୱାଧୀନତା ଏକ ମୁକ୍ତ ଆଭିମୁଖ୍ୟ

ସ୍ୱାଧୀନତା ପ୍ରଗତିର ନିମନ୍ତ୍ରଣ

ସ୍ୱାଧୀନତା ମଣିଷ ଜାତିର ଅଭିମାନ

ସ୍ୱାଧୀନତା ବୈଶ୍ବିକ ପ୍ରତିନିଧିତ୍ଵ

ସ୍ୱାଧୀନତା ଜୀବନର ଅତ୍ୟାବଶ୍ୟକ ଆବଶ୍ୟକତା

ସ୍ୱାଧୀନତା ହାସଲ ହୋଇଥିବା ଭିଟାମାଟି

ସ୍ୱାଧୀନତା ଜୀବନ ରକ୍ଷାକାରୀ ନିଦାନ

ସ୍ୱାଧୀନତା ସଭ୍ୟ ସମାଜର ସାଣିତ ସ୍ଵର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract