STORYMIRROR

Parsuram Sahoo

Inspirational

2  

Parsuram Sahoo

Inspirational

ସ୍ୱାଧୀନତା ଦିବସ

ସ୍ୱାଧୀନତା ଦିବସ

1 min
777

ତ୍ରିରଙ୍ଗା ପତାକା ଉଡ଼େ ଫରଫର

ଶାନ୍ତିର ବାର୍ତ୍ତା ନେଇ

ସଭିଏଁ ପାଳିବା ଅଗଷ୍ଟ ପନ୍ଦର 

ଆସ ଏକଜୁଟ ହୋଇ।

ସ୍ୱାଧୀନ ଦେଶର ନାଗରିକ ବୋଲି

ଗର୍ବରେ ଆମେ କହିବା

ଭାରତ ମାଆର ସମ୍ମାନ ପାଇଁ

ମିଳିମିଶି ଆସ ଲଢ଼ିବା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational