STORYMIRROR

Parsuram Sahoo

Others

3  

Parsuram Sahoo

Others

ଖେଳ

ଖେଳ

1 min
302

ଆଜିର ପିଲାଏ ମୋବାଇଲ ଧରି

ଖେଳୁଛନ୍ତି କେତେ ଖେଳ

ଖୋଲା ପଡ଼ିଆରେ ଖେଳିବା ପାଇଁ

ହେଉନାହିଁ ତାଙ୍କୁ ବେଳ।

ଜ୍ଞାନ ବୁଦ୍ଧି ପାଇଁ ପାଠ ପଢ଼ୁ ଆମେ 

ଶରୀର ପାଇଁ ଖେଳିବା

ଖେଳ କୁଦ ଆଉ ନାଚ ଗୀତ କରି 

ମନକୁ ପ୍ରଫୁଲ୍ଲ ରଖିବା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍