STORYMIRROR

Parsuram Sahoo

Others

4  

Parsuram Sahoo

Others

ଦୀପାବଳି

ଦୀପାବଳି

1 min
416

ଆଲୋକମାଳାରେ ଘରକୁ ସଜେଇ

ଆମେ ପାଳିବା ଦୀପାବଳି

ଅନ୍ଧକାର ସବୁ ଦୂର କରିଦେବା

ମାଟି ଦୀପଟିଏ ଜାଳି। (୧)

ଧରା ଧାମକୁ ଓହ୍ଲାଇ ଆସି

ପୂଜା ହେବେ ମା କାଳୀ

ବଡ଼ବଡୁଆଙ୍କୁ ଡାକିବା ଆମେ

କାଉଁରିଆ କାଠି ଜାଳି। (୨)

ନାନା ପ୍ରକାରର ପିଠା ଖାଇବା

ତା ସାଥେ ପୁରୀ ଖିରୀ

ସ୍ନେହ ଶ୍ରଦ୍ଧା ଆମେ ସଭିଙ୍କୁ ବାଣ୍ଟିବା

ହସଖୁସି ଦେବା ଭରି। (୩)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍