STORYMIRROR

Suresh chandra Padhy

Children

3  

Suresh chandra Padhy

Children

ସ୍ୱାଧୀନତା ଦିବସ ୨

ସ୍ୱାଧୀନତା ଦିବସ ୨

1 min
140

ଆସ ପିଲେ ବିଦ୍ୟାଳୟ ଯିବା

ହାତେ ଧରି ତ୍ରିରଙ୍ଗା ଉଡାଇ ଦେବା

ଆମ ପ୍ରଧାନ ଗୁରୁଜୀ ଜାତୀୟ ପତାକା ଉତ୍ତୋଳନ କରିବେ

ଆମ ଭାଇ ଭଉଣୀ ଜାତୀୟ ସଂଗୀତ ଗାଇବେ

ଜନ ଗଣ ମନ ଆମେ ଏକ ସ୍ଵରେ ଗାଇବା

ପ୍ୟାରେଡରେ ସଭିଏଁ ଭାଗ ଆମେ ନେବା

ଆମ ଗୁରୁଜୀ ସ୍ୱାଧୀନତା ଦିବସର ମହାନତାକୁ କହିବେ

ଆମକୁ ଦେଶ ପାଇଁ କାମ କରିବାକୁ ପ୍ରେରଣା ଦେବେ

ଆମେ ନଗର ପରିକ୍ରମା କରିବା

ବନ୍ଦେ ମାତରଂ କହି ସ୍ଲୋଗାନ ଦେବା

ପ୍ରତି ଘରେ ଘରେ ତ୍ରିରଙ୍ଗା ଉଡାଇବା

ଆସ ପିଲେ ସଭିଏଁ ଦେଶ ପାଇଁ ଆଗେଇବା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children