STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ରତ୍ନାକର ଚଂପୂ (ତ)

ରତ୍ନାକର ଚଂପୂ (ତ)

1 min
249

ରତ୍ନାକର ଚଂପୂ

ଚୌପଦୀ ରତ୍ନାକର

ତ

ରାଗ- କଳହଂତସ କେଦାର

ତମାଳ ତଳେ ନଚାଲେରେ ଅଭିନ୍ନା, କେତେ ଦୂର ଯାଏ କାହିଁ .

ତିଳକୁ ତାଳକ ତୂଲ୍ୟ କଲେ ଲୋକ ତଥ୍ୟ ମରୁଥାଉ ଚାହିଁ (1)

ତରକିବା କଥା ତ୍ରିକାଳେ ସର୍ବଥା ତତ୍ତ୍ୱ ତୁ ଘେନିବୁ ନାହିଁ (2)

ତୁ ତ ସୁବିବେକୀ, ତୁଳ ମୁଁ କେବେ କି ତହିଁ ଥିବି ଅବଗାହି (3)

ତପନେ ଶୀତିମାଅଙ୍କ ଦିଅନ୍ତି ମା ତୁଚ୍ଛା ଲୋକନାମେ ବାହି (4)

ତୁଟାଏ କି ଜାତି ତୁଣ୍ଡର ପୀରତି ତାମସା ଟାପରା ଟାହି (5)

ତତ୍ତ୍ୱ ଜାଣେ କବିତରଣି ତାଭାବି ତଲାସ ଯେ ଯାକୁ ନାହିଁ (6)

କବିସୂର୍ଯ୍ୟ ବଳଦେବ ରଥ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics