STORYMIRROR

Sunanda Mohanty

Action Classics Inspirational

4  

Sunanda Mohanty

Action Classics Inspirational

ରଥ ପଥ ଜଗନ୍ନାଥ  ,,,,,,,,,,,,,,,,,,,,,,,,,,,,,

ରଥ ପଥ ଜଗନ୍ନାଥ  ,,,,,,,,,,,,,,,,,,,,,,,,,,,,,

1 min
28


ରଥରେ ପଥରେ ଜଗନ୍ନାଥ 
ନାଁ ତାର ଗୁଣ୍ଡିଚା ଜାତ 
ନବଦିନ ବ୍ୟାପି ଯାତ୍ରା ଏତ 
ଓଡିଶା ଆରାଧ୍ୟ୍ୟ ଜଗନ୍ନାଥ 
ଲୀଳା ଖେଳା ବାସେ ଅମୃତ 
ଘିଡ଼ି ଘିଡ଼ି ଗଡି ବଡଦାଣ୍ଡେ ରଥ 
ଆଗ ପଛେ ଭାଇ ସୁଭଦ୍ରା ମାତ 
ମୌସୁମୀ ଆସିଛି ବେଳ ରତରତ 
ଗିରିଶମ କମି ପଥ ପ୍ରାନ୍ତ ଆଲ୍ହାଦିତ 
ଧୁଳିଆ ନୁହେଁ ଝଡି ପାଗ ଭଲ ବହୁତ 
ମେଳି କୋଳାକୋଳି ଭକ୍ତ ସମାଦୃତ 
ପୁର୍ଣ୍ଣ କର ପ୍ରଭୁ ଭକ୍ତ ମନୋରଥ 
ଆଶାରେ ଭକ୍ତ ଆସିଛି ଦର୍ଶନେ ପଥ 
ପଥ ପାଇ ରଥ ଯିବ ଗୁଣ୍ଡିଚା ଯାଏଁତ 
ପାପମୋଚନ ପାଇଁ ବଡ଼ଦାଣ୍ଡେ ଉପସ୍ଥିତ
ଜରା ବ୍ୟାଧି ରୋଗ ଶୋକ ଯିବ ଦୁରେତ 
ଜଗନ୍ନାଥ ରକ୍ଷା କରିବେ ନିଶ୍ଚିନ୍ତ


Rate this content
Log in

Similar oriya poem from Action