STORYMIRROR

Monalisha Panda

Comedy Romance

3  

Monalisha Panda

Comedy Romance

ରସିକିଆ ଜେଜେ

ରସିକିଆ ଜେଜେ

1 min
205

ରସିକିଆ ଜେଜେ ମୋହର

ସାଜୁଛନ୍ତି ଏବେ ପ୍ରେମ୍ କୁମାର

ବୃଦ୍ଧାବସ୍ଥା ରେ ଜେଜେ ମା ସହ

ପ୍ରେମ ରେ ତୋଳୁଛନ୍ତି ଘର ସୁନ୍ଦର ।।

୧୦୦ ତମ ବିବାହ ବାର୍ଷିକ ରେ 

ଦେଉଛନ୍ତି ସୁନା ମୁଦି ଉପହାର ରେ

ଲାଜେଇ ଲାଜେଇ କହୁଛନ୍ତି ଜେଜେ 

ତୁମକୁ ମୁଁ ଭଲପାଏ ସତରେ ।।

ବୃଦ୍ଧାବସ୍ଥା ରେ ଜେଜେ ଏବେ କରୁଛନ୍ତି ପ୍ରେମ

ସାଜିଛନ୍ତି ବାବୁ ଏବେ ରସିକ ନାଗର

ଆଇ ଲଭ ୟୁ କହି ସ୍ତ୍ରୀ କୁ

ଆକର୍ଷିତ କରୁଛନ୍ତି ନିଜ ଆଡକୁ ।।

ଲଭର ବଏ ସାଜୁଛନ୍ତି ଜେଜେ 

ଏ ଟ୍ରେଣ୍ଡିଙ୍ଗ ଯୁଗ ରେ

ପ୍ରେମ ର ନୂଆ ଜ୍ଞାନ ଆହରଣ କରି 

ଜୀଇଁଛନ୍ତି ଏଇ ପ୍ରେମ ଯୁଗ ରେ ।।

ପ୍ରେମ ର ମାନେ ଏବେ ଜେଜେ ବୁଝିଲେ

ଦାମୀ ଉପହାରେ ନ ଥାଏ ପ୍ରେମ

ମଧୁର କଥା ରେ ଭରିଛି ପ୍ରେମ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy