STORYMIRROR

ଡୁଲେଶ୍ବର କୁମାର ସାହୁ

Comedy Tragedy

3  

ଡୁଲେଶ୍ବର କୁମାର ସାହୁ

Comedy Tragedy

କବିତା ଲେଖୁଥିବା ପୁଅ

କବିତା ଲେଖୁଥିବା ପୁଅ

1 min
191

ଭାବୁଥାଏ ଦିନ ରାତି

ଖାତା ଓ କଲମଟେ ଧରି

ହଜାରେ ମଣିଷର କଥା

ଲକ୍ଷେ ଜୀବନର କଥା ll


କେବେ ଲେଖେ ଜଳ ଓ ଜଙ୍ଗଲ

ମାଟି ଓ ସ୍କୁଲ କଥା

ମନେ ପକାଇ ଦିଏ

ତା ମାଁ ଓ ଆକାଶର କଥା ll


କେବେ ଜହ୍ନକୁ ମାମୁଁ ଡାକିବାର

ବାହାନା ଖୋଜେ ତ କେବେ

ଜଙ୍ଗଲ ସାଥେ ବୁଳିବାର୍ କଥା ଭାବେ ll


ହାତରେ ଗୋଟେ କପ୍‌ କଫି ଧରି

ବାହାରୂ ଥିବାରୁ ଧୂଆଁକୁ

ସିଗାରେଟ୍ ଧୂଆଁ ଭାବି

ପାଞ୍ଚପେଜ୍ ଭର୍ତ୍ତି କରିଦିଏ କବିତା ll


ତା ଲାପଟପ୍ ଭିତରେ ଖୋଜୁଥାଏ

କବିତା ବାଣ୍ଟୁଥିବା ପ୍ରେମ

ଦେଖୁଥାଏ କବି କବିତାକୁ

ଖୋଜିବାର୍ ଫଟୋଚିତ୍ର ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy