STORYMIRROR

Saphala Das

Children Stories Comedy

3  

Saphala Das

Children Stories Comedy

କାଗଜ ଡଙ୍ଗା

କାଗଜ ଡଙ୍ଗା

1 min
171

କାଗଜ ଡଙ୍ଗା ମୋ ଜୀବନ ଯାତ୍ରାରେ

କେତେ ଯେ ପ୍ରେରଣା ଦେଇଥାଏ  

ଅନ୍ୟର ଖୁସିରେ ନିଜେ ଭିଜେ ଯିଏ 

ଜୀବନର ସ୍ୱାଦ ପାଏ ସିଏ ।।


  କେତେ ଯେ ମହକ ବରଷା ପାଣିର

  ପାଣି ଫୋଟୋକାର ମାଡ ସହି

 ଶିଖାଇ ଦିଏ ସେ ଜୀବନ ଡଙ୍ଗାଟି

 ଏପରି ଭାବରେ ଯିବୁ ବାହି।।


ହସି ହସାଇବୁ ସଂସାର ପଥରେ 

ପଥିକ ସାଜିବେ ସୁଖଦୁଃଖ 

କାଗଜ ଡଙ୍ଗାଟି ଅତି ଆପଣାର 

ତାକୁ ଗଢି ନିଜେ ଟିକେ ଦେଖ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍