Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Krushna Chandra Dakua

Inspirational

3  

Krushna Chandra Dakua

Inspirational

ୠତୁମତୀ

ୠତୁମତୀ

1 min
176


ୠତୁମତୀ ଏବେ ଆପଣାଇଛି 

ଅନେକ ରୂପ'ର ସମ୍ଭାର 

କାଳେ ଆସିଚି ନୂତନ ବସନ୍ତ 

ଆତ୍ମୀୟତା ଓ ବିଭୋରତାରେ 

ନିଜର କରିଛି ଅଚିହ୍ନା ପଣ 

ଜାବୁଡ଼ି ଧରିଛି ଶକ୍ତ ଆଲିଙ୍ଗନ

ଶୂନ୍ୟରେ ନିଜ ସ୍ଵାକ୍ଷର ରଖି 

ପ୍ରସ୍ତୁତ କରିଛି 

ନିଜ ପାଇଁ ନିଜେ ସୂଚକ ପତ୍ର 

ହେଲେ ହଁ ନାଁ ର ମୁକ୍ତ ଆଭାସରେ 

ମୁଁ ବେଫିକର୍ 

କିନ୍ତୁ ମନେହୁଏ 

ଦୌଡ଼ିଥିବା ସମୟକୁ ପଛ କରି 

ଆଜି ଏ ନୂଆଁ ରୂପ .......!!



Rate this content
Log in

Similar oriya poem from Inspirational