ରଙ୍ଗୋଲି
ରଙ୍ଗୋଲି
ଫଗୁଣ ମାସରେ ଦୋଳ ଗୋବିନ୍ଦ
ଦୋୋ ବିିିମାନରେ ଗୌ ବୃନ୍ଦାବନ
ରଙ୍ଗ ବେରଙ୍ଗ ର ଅଭିର ନେଇ
ଗୋପି ଗୋପାାଙ୍ଗିନି ହୁଅନ୍ତି ବାଇ।
ରଙ୍ଗ ଅବିର ଭେେେ ଭାବ ହରାଏ
ସମସ୍ତ ଙ୍କ ମନରେ ଭାଇ ଚାରା ଖେଳାଏ।
ସବୁ ରଙ୍ଗ ମିଶି ଗୋୋଟି ରଙ୍ଗ
ଶାାନ୍ତି ସଂଗତି ବିିଶ୍ଵ ତ ଭାତୃତ୍ବ ର ଭବ।
ସାରା ବିଶ୍ବ ହେବ ଗୋଟିଏ ପରିବାର
ବରଷିବ ହିଂସା ଦେଶ୍ବ ଅହଂ ଭାବ
ରଙ୍ଗ ସିନା ଭିନ ଭିିିନ କିନ୍ତୁ ଏକ
ତେେବ ସିନା ରଖିବୁ ଭାାରତ ମାତା ର ଟେକ
ସବୁ ରଙ୍ଗ ମିସି ଗଲେ ହେବ ଇନ୍ଦ୍ର ଧନୁୁ
ଜାତି ଦେଶ ହେଲେ ଅଲଗା ଆମେ ଅଭିନ୍ନ ।।
