STORYMIRROR

Sudhashree Bhattamisra

Abstract

3  

Sudhashree Bhattamisra

Abstract

ରଙ୍ଗହୀନ ଜୀବନ

ରଙ୍ଗହୀନ ଜୀବନ

1 min
269

ରଙ୍ଗମୟ ଜୀବନ

ସ୍ନେହର ସମ୍ପର୍କର

ଫୁଲର, ଫଗୁଣର

ଆଷାଢ଼ ର

କାହିଁକି

ରଙ୍ଗହୀନ 

ଲାଗେ ଜୀବନ

ରଙ୍ଗମୟ ଜୀବନଠୁ

ଉର୍ଦ୍ଧରେ

ଜୀବନ

ହେଲେବି ତ

ଜୀବନ

ରଙ୍ଗହୀନ ଲାଗେ

ରଙ୍ଗ ବୁଣା

ଜୀବନରେ

ମୁରୁଜ ଆଙ୍କିଛି

ଇନ୍ଦ୍ରଧନୁ ସିନା 

ସପ୍ତରଙ୍ଗ ଦେଲା

ସପ୍ତରଙ୍ଗଠୁ ଉର୍ଦ୍ଧରେ

ଜୀବନ

କ୍ଷମା ଠୁ

ଉର୍ଦ୍ଧରେ ଜୀବନ

ସପ୍ତରଙ୍ଗଠୁ ଉର୍ଦ୍ଧରେ

ପୃଥିବୀଠୁ

ଆକାଶଠୁ

ସମୁଦ୍ରଠୁବି

ଜୀବନ, ଅହୁରି

ରଙ୍ଗମୟ

କିନ୍ତୁ

ରଙ୍ଗହୀନ 

କାହିଁକି

ଲାଗେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Abstract