STORYMIRROR

Sunanda Mohanty

Abstract Inspirational Thriller

3  

Sunanda Mohanty

Abstract Inspirational Thriller

ରଙ୍ଗ

ରଙ୍ଗ

1 min
158

ରଙ୍ଗ ପ୍ରେମର ପ୍ରତୀକ 

ରଙ୍ଗ ଫୁଲର ମହକ 

ରଙ୍ଗରେ ଭରା ଏ ଗୋଲକ 

ରଙ୍ଗ ବିହୀନ ଜୀବନ ଅଳୀକ 

ରଙ୍ଗରେ ଭରି ସେ ସିନ୍ଦୁକ 

ରଙ୍ଗେ ରଙ୍ଗାୟିତ ହୁଅନ୍ତି ଆସ୍ତିକ 

ରଙ୍ଗ ପା ମେଞ୍ଚାଏ କୁହୁକ 

ରଙ୍ଗ ନାବିକ ବୋଲାଏ ବଣିକ 

ରଙ୍ଗ ଡାକରେ ଡାହୁକ 

ରଙ୍ଗ ବାର୍ତ୍ତାର ବାହକ 

ରଙ୍ଗ ଫଗୁଣ ପୁଲକ 

ରଙ୍ଗ ମଳୟ ସାତ୍ଵିକ 

ରଙ୍ଗ ଶ୍ରାବଣେ ସ୍ଫଟିକ 

ରଙ୍ଗ ବସନ୍ତ ଫଳକ 

ରଙ୍ଗ ବର୍ଷାର ବାହକ 

ରଙ୍ଗ କବିର ଭାବର ଭାବକ 

ରଙ୍ଗ ରାଧାଙ୍କ ପ୍ରତିଫଳକ 

ରଙ୍ଗ କୃଷ୍ଣଙ୍କ ନିଃଶୁଳ୍କ ରକ୍ଷକ 

ରଙ୍ଗର ମାନସାଙ୍କ ତମାମ ବର୍ଷକ 

 ରଙ୍ଗ ଆଣିଛି ହୋଲି ଅଭିଷେକ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract