STORYMIRROR

Sunanda Mohanty

Action Classics Thriller

3  

Sunanda Mohanty

Action Classics Thriller

ରଙ୍ଗ ପସରା

ରଙ୍ଗ ପସରା

1 min
198


ରଙ୍ଗର ପସରା ଜୀବନ ହାଟରଙ୍ଗ ପାଇଁ ସବୁ ଲାଗିଛି ନାଟରଥରେ ଡାହୁକ ମାରେ କୁହାଟପଚାରେନା କେହି ଫୁଲ ନା କଣ୍ଟା ବାଟଶଗଡର ଚକ ରଟ ରଟ, କେଁ କଟପଦ୍ମ ପାଖୁଡ଼ାରେ ଜଳର ପାଟଆକାଶେ ବଉଦ କରୁଛି ନାଟପ୍ରଜାପତି ଡେଣା ରଙ୍ଗ ଛିଟରଙ୍ଗର ସଉଦା ହୋଲିର ଛିଟରଙ୍ଗ ବଦଳାଇ ଦେଲେ କବାଟନୂଆ ଦିଶିବ ବେଦୀରେ ଘଟଜୀବନ ଘଟରେ ଚାଲିଛି ନାଟବିଚିତ୍ର ଚିତ୍ରରେ ରଙ୍ଗ ର ଛାଟନବଯୌବନରେ ଚତୁର୍ଦ୍ଧା ପିନ୍ଧି ମୁକୁଟସୁନା ବେଶହେବେ ଅଳଙ୍କାର ଥାଟରଥର ରଙ୍ଗରେ କେତେ ଯେ ଛିଟଜୀବନ ଡଙ୍ଗାରେ ରଙ୍ଗ ଏପଟସେପଟଡଙ୍ଗା ବୁଡ଼ିଯିବ ଦଦରା ନାଆର ଘାଟଜଗାହାତରେ ଡୋରି ପଘାରେ ଛାଟଆକଟନହେଲେ ସକାଳ ସୂର୍ଯ୍ୟ ସାଥିରେ ହେବନି ଭେଟଚକାଆଖି ସଙ୍ଗେ ଆଖି ମିଶିଗଲେ ଭାବ ନଟପଟଆଉ ହେବନାହିଁ ଛଟପଟ ଆସିଲେ କଷ୍ଟସଂସାର ବେଭାର ଏକଥା ସାର ରଙ୍ଗ ହାଟସୁନାବେଶରେ ଚତୁର୍ଦ୍ଧା ନକର ମଠ ଯିବା ଝଅଟଆର ବରଷ କୁ କିଏ ସେ କହିବ ହେବ କି ଉଦ୍ଭଟ୍ଟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action