Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

3  

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

ରଂଗବତୀ

ରଂଗବତୀ

1 min
10



ଧନ୍ୟ ଧନ୍ୟ ରଙ୍ଗବତୀ,    ସମ୍ବଲପୁର ସୃଷ୍ଟି

  ଓଡିଆ ଭାଷା ସଂସ୍କୃତି,ବିଜୟ ବାନା,

ଲଂଘି ଉତ୍କଳ ଭୁବନ,  ଦେଶ ବିଦେଶରେ ସ୍ଥାନ 

   ଫର ଫର ଉଡ଼ି କରେ,ଯଶ ବନ୍ଦନା।

      କି ସୁନ୍ଦର ମଧୁର ତାନ 

   ପ୍ରଭୁଦତ୍ତ ପ୍ରଧାନଙ୍କ,ମନ ରଞ୍ଜନ ।

ଜିତେନ୍ଦ୍ରିୟ ହରିପାଲ  ଆବର କ୍ରିଷ୍ଣା ପଟେଲ

   ମିତ୍ରଭାନୁ ଗୌନ୍ତିଆଙ୍କ,ଭାବରୁ ଜାତ

ପାଇ ପଦ୍ମ ପୁରସ୍କାର,  ଜଗତେ ଅଟଇ ସାର

   ନାଚ,ଗୀତ,ଲୟତାଳ ବିଶ୍ଵ ବିଖ୍ୟାତ

      ଓଡ଼ିଆଙ୍କ ଯଶ ବନ୍ଦନେ 

   ଭୀମଭୋଇ ତୁଲ ହେଲ, ଜଗତ ଜାଣେ।

  


Rate this content
Log in

Similar oriya poem from Inspirational