ରକ୍ଷା ବନ୍ଧନ
ରକ୍ଷା ବନ୍ଧନ
ଆସ ପାଳିବା ଆମେ ରକ୍ଷା ବନ୍ଧନ
ଏତ ଆମ ସଭିଙ୍କ ପବିତ୍ର ବନ୍ଧନ
ସ୍ନେହ ପ୍ରେମ ସମ୍ପର୍କ କୁ ନେଇ ହୋଇଛି ବନ୍ଧନ
ଭାଇ ଭଉଣୀ ର ଏ ଅତୁଟ ବନ୍ଧନ
ନ ଭାଙ୍ଗେ କେବେ ଏଇ ବନ୍ଧନ
ଜନ୍ମ ଜନ୍ମ ପାଇଁ ଏଇ ବନ୍ଧନ
ପ୍ରତିଜ୍ଞା ର ଏଇ ବନ୍ଧନ
ଭଉଣୀ ହାତର ଏ ପବିତ୍ର ବନ୍ଧନ
ଭଉଣୀ ର ସୁରକ୍ଷା ର ଏ ବନ୍ଧନ
କାହିଁ କେଉଁ ଯୁଗରୁ ରହିଛି ଏ ବନ୍ଧନ ll
