STORYMIRROR

Akshayakumar Dash

Action Inspirational Others

3  

Akshayakumar Dash

Action Inspirational Others

ରହସ୍ୟ

ରହସ୍ୟ

1 min
167

କଳନା କରିବା ଅସମ୍ଭବ

ଯାହାକୁ ଘେରି ରହିଛି

ପୁଳାଏ ଅନ୍ଧାର

ତଥ୍ୟ ଜାଣିବାକୁ ପ୍ରୟାସ

ମଣିଷର ସମସ୍ତ ବିଜ୍ଞାନ

ବ୍ୟର୍ଥ ହୋଇଛି ।

କିଛିଟା ଜାଣିଥିଲେ ଯୋଗୀ

କିଛି ବାଟ ଯାଇଥିଲେ

ବିଜ୍ଞାନ ଅନ୍ଧ ବିଶ୍ୱାସ କହି ଚାଲିଛି

ଶକ୍ତି ଓ ବସ୍ତୁରେ ଗବେଷଣା

ସୂକ୍ଷ୍ମ ବିଚାର ହାତଛଡ଼ା ହୋଇଛି

ଯାହା ସତ୍ୟ ବୋଲି କହୁଛେ

ତାହା ମାୟାର ପ୍ରତୀକ

ଆମ ଚତ୍ରୁ ପାର୍ଶ୍ଵରେ

ଘେରି ଅଛି ଅଜ୍ଞାନ ଆଉ ଅଜ୍ଞାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action