STORYMIRROR

pranati Mahapatra

Abstract

2  

pranati Mahapatra

Abstract

ରହିବା ସୁସ୍ଥ

ରହିବା ସୁସ୍ଥ

1 min
292

ପ୍ରତ୍ୟୁଷରୁ ଉଠି କରିବା ଯଦି ଆମେରେ

ପ୍ରାଣାୟାମ ଆଉ ଯୋଗ,

ରହିବାରେ ନିଶ୍ଚେ ଆମେ ସୁସ୍ଥ ଓ ଦୀର୍ଘାୟୁ

ସାରା ଜୀବନ ନିରୋଗ

ନିଶ୍ଚିନ୍ତ ମନ, ମୁକ୍ତ ସ୍ଥାନେ ଶୁଦ୍ଧ ବାୟୁ ଗ୍ରହଣେ

ବାଳସୂର୍ଯ୍ୟର ସୁନେଲି କିରଣେ,

ଭିଟାମିନ ହେବ ଆମ ଶରୀର ପାଇଁ

ଏକଥାକୁ ସଦା ହେଜ ମନେ

ମୁନିଋଷି ଗଣ ସେଥିପାଇଁ ପରା

ନିରୋଳା ସ୍ଥାନକୁ ଯାଇ,

ସୁସ୍ଥ,ନୀରୋଗ,ଦୀର୍ଘାୟୁ ରହି

ସାଧନାରେ ଲିପ୍ତ ଥାଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract